Aao Sikhen Yog in Oriya

Aao Sikhen Yog in Oriya

Paperback (03 Jul 2023) | Oriya

  • $17.74
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

ସମଗ୍ର ବିଶ୍ଵରେ ୨୧ ଜୁନ, ୨୦୧୫ ରେ ପାଳିତ ହୋଇଥିବା ପ୍ରଥମ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପରେ ସାରା ଦୁନିଆଁରେ ଯୋଗାସନ ପ୍ରତି ଲୋକମାନଙ୍କର ପ୍ରବଳ ଆକର୍ଷଣ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଆଜି ପ୍ରତ୍ୟେକ ବ୍ୟକ୍ତି ଯୋଗାସନ ସମ୍ବନ୍ଧରେ ଜାଣିବାକୁ ବ୍ୟାକୁଳିତ। ଏହି ପୁସ୍ତକ ମାଧ୍ୟମରେ ଆମେ ପାଠକମାନଙ୍କ ସମ୍ମୁଖରେ ଏପରି ଯୋଗାସନଗୁଡ଼ିକ ପ୍ରସ୍ତୁତ କରିଛୁ, ଯେଉଁଗୁଡ଼ିକ କରିବା ପାଇଁ ସରଳ ହେବା ସହ ଆମର ପିଲାମାନଙ୍କୁ ସୁସ୍ଥ ଏବଂ ନିରୋଗ ରଖିବାରେ ସାହାଯ୍ୟ କରିବ। ଖେଳ ଖେଳରେ ଆମେ ପିଲାମାନଙ୍କୁ ଯୋଗ ବାବଦରେ ସଂପୂର୍ଣ୍ଣ ଏବଂ ସମୁଚିତ ତଥ୍ୟ ଏଠାରେ ପ୍ରଦାନ କରିଛୁ ।
'ଆସ ଶିଖିବା ଯୋଗ' ଯୋଗାସନ ଶିଖାଉଥିବା ସହଜ ଏବଂ ସରଳ ଶବ୍ଦରେ ପ୍ରକାଶିତ ଏକ ଏମିତି ପୁସ୍ତକ ଅଟେ, ଯେଉଁଥିରେ ଯୋଗର ଲାଭ, ପ୍ରକାର, ବିଧୂ, 'କାହିଁକି କରିବା ଯୋଗ' ଭଳି ପ୍ରଶ୍ନର ସମୁଚିତ ଉତ୍ତର ଦିଆ ଯାଇଛି। ଏଥିରେ ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ, କପାଳଭାତି ପରି ବିଭିନ୍ନ ଯୋଗାସନ ସହ କିଛି ବିଶେଷ ଆସନ ମଧ୍ୟ ଦିଆ ଯାଇଛି । ଏହି ପୁସ୍ତକ ଦ୍ଵାରା ପିଲାମାନଙ୍କୁ ଯୋଗାସନ ଶିଖିବା ସହଜ ହେବା ସହ ଯୋଗାସନରୁ ମିଳୁଥିବା ଲାଭ ସଂପର୍କିତ ଜ୍ଞାନ ମିଳିପାରିବ । ତେବେ ପିଲାଏ, ଏହି ପୁସ୍ତକ ମାଧ୍ୟମରେ, ଆସ ଶିଖିବା ଯୋଗ।

Book information

ISBN: 9789351659457
Publisher: Repro India Limited
Imprint: Diamond Pocket Books Pvt Ltd
Pub date:
Language: Oriya
Number of pages: 74
Weight: 195g
Height: 279mm
Width: 216mm
Spine width: 4mm