Delivery included to the United States

Sarjanara Urjana

Sarjanara Urjana

Paperback (03 Feb 2025) | Oriya

  • $27.44
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

ସମକାଳୀନ ଓଡ଼ିଆ ସମାଲୋଚନା ସାହିତ୍ୟରେ ଡ. ବାବାଜୀ ଚରଣ ପଟ୍ଟନାୟକ ଜଣେ ଯଶସ୍ୱୀ ସାହିତ୍ୟିକ । ତାଙ୍କର ସୁକ୍ଷ୍ମ ଅନୁଶୀଳନାତ୍ମକ ଦୃଷ୍ଟିକୋଣ, ନିରପେକ୍ଷ ବିଚାରବୋଧ, ତୁଳନାତ୍ମକ ଆଲୋଚନା ତଥା ସ୍ଵତନ୍ତ୍ର ଉପସ୍ଥାପନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର। 'ଓଡ଼ିଆ କାବ୍ୟ - କବିତାରେ ଚନ୍ଦ୍ର ପ୍ରସଙ୍ଗ' ତାଙ୍କ ଗବେଷଣା ସନ୍ଦର୍ଭର ଅନନ୍ୟ ଅଭିବ୍ୟକ୍ତି। ପରବର୍ତ୍ତୀ ସମୟରେ ପ୍ରକାଶିତ 'ସର୍ଜନାର ଊର୍ଜନା', 'ସାହିତ୍ୟ ପରିଧି' ଏବଂ 'ସାହିତ୍ୟର ବାଟେ - ଘାଟେ' ପ୍ରମୁଖ କୃତିଗୁଡ଼ିକରେ ତାଙ୍କ ଭାଷା ଓ ଶୈଳୀର ସିଦ୍ଧହସ୍ତତା ତାଙ୍କୁ ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବହୁ ପରିଚିତି ପ୍ରଦାନ କରିଛି । ସଂପ୍ରତି ସେ କଟକରେ ଅବସ୍ଥାନ କରୁଛନ୍ତି ।

Book information

ISBN: 9781645606512
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 324
Weight: -1g
Height: 216mm
Width: 140mm
Spine width: 19mm