Kshyamaya Dharitri

Kshyamaya Dharitri

Paperback (18 Mar 2024) | Oriya

  • $16.87
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

ଆମ ସମୟର ଏକ ସୃଜନ ପ୍ରବାହ ଶାନ୍ତିପ୍ରିୟା ମିଶ୍ର । ଭାବ ଭାବନାରେ ଅହରହ ବୁଡ଼ିରହି ସେ ଖୋଜୁ ଥାଆନ୍ତି ଶବ୍ଦ । ଶବ୍ଦମାନେ ଭାବମୟ ହୁଅନ୍ତି, ଉଦ୍]ବେଳନ ସୃଷ୍ଟି କରନ୍ତି ଓ ଲେଖିକାଙ୍କୁ ଉଦ୍]ଭ୍ରାନ୍ତ କରନ୍ତି । ନାରୀ କେବଳ କ୍ଷମାର ସାଗର ନୁହେଁ; ସେ ମହାଦ୍ରୁମ ଗଛଟିଏ । ଆପଣାରମାନଙ୍କୁ ବଞ୍ôଚବାର ଆଶା ଦେଇ ନିରନ୍ତର ସଂଘର୍ଷ କରି କରି ସ୍ୱର୍ଗକୁ ଚାଲିଯାଏ । ଗୃହସ୍ଥ ଆଶ୍ରମକୁ ତପୋବନ ମନେ କରି ସେ ଲେଖି ଚାଲିଛନ୍ତି କବିତା, ଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା ଏବଂ ଜୀବନ ଅପରାହ୍ନର ସୃଷ୍ଟି 'କ୍ଷମୟା ଧରିତ୍ରୀ' ବହୁ ଅନୁଭୂତିର ସମାବେଶଟିଏ । ଆଶା ଓ ବିଶ୍ୱାସ ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବ । ତାଙ୍କର ପ୍ରକାଶିତ ଅନ୍ୟତମ ପୁସ୍ତକ ହେଲା- 'ଭକ୍ତି ପିୟୁଷ' ପ୍ରଥମ ଓ ଦ୍ୱିତୀୟ ଖଣ୍ଡ ।

Book information

ISBN: 9781645605201
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 146
Weight: 195g
Height: 216mm
Width: 140mm
Spine width: 9mm