Bhagabata Kathamruta

Bhagabata Kathamruta

Paperback (17 Aug 2021) | Oriya

  • $15.93
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

ସମଗ୍ର ଶାସ୍ତ୍ରରୁ ସାର ଉଦ୍ଧାର କରି, ସମସ୍ତ ଦାର୍ଶନିକ, ଆଧ୍ୟାତ୍ମିକ, ନୈତିକ, ଏବଂ ମାନବିକ ଚେତନାର ନିଷ୍କର୍ଷ ରୁ ହିଁ ସୃଷ୍ଟି ଶ୍ରୀମଦ୍ ଭାଗବତର। ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ୧୨ ଟି ସ୍କନ୍ଧ ଏବଂ ପ୍ରାୟ ୧୨୦ ଟି ଅଧ୍ୟାୟ ରେ ସନ୍ନିବେଶିତ ଏକ ବିରାଟ ଗ୍ରନ୍ଥ। ଭାଗବତ କଥାମୃତ ପୁସ୍ତକଟି ଶ୍ରୀ ପାଣ୍ଡବ ଚରଣ ଦାସଙ୍କ ଦ୍ୱାରା ସୃଜିତ ଏକ ସହଜ ସାବଲୀଳ ପଦ୍ୟ କୃତି। ଭାଗବତରେ ବର୍ଣ୍ଣିତ ଶ୍ରୀ ଭଗବାନଙ୍କ ଅପରୂପ ମହିମାମୟ ଲୀଳାଖେଳା ଗୁଡିକୁ ସାଉଁଟି ଆଣି ପାଠକ ମାନଙ୍କ ନିକଟରେ ଖୁବ ସୁନ୍ଦର ଭାବେ ସେ ଉପସ୍ଥାପିତ କରିଛନ୍ତି। ପଞ୍ଚଷଠିଟି ବିଭିନ ଉପଖ୍ୟାନରେ ସଜ୍ଜିତ ଏଇ ଭାଗବତ କଥାମୃତ ପାଠକ ମାନଙ୍କ ଦ୍ୱାରା ଆଦୃତ ହେଉ ଏହା କାମନା ।


Shrimad Bhagabata contains the gist of all ancient scriptures guiding us towards enlightenment through the path of devotion towards the Supreme God. Shrimad Bhagabata, the Odia version written by Atibadi Jagannatha Das, is a huge book containing 12 volumes and almost 120 chapters. This book "Bhagabata Kathamruta" is written by Pandab Charana Das is a lyrical poetry format for the common man to recite. The descriptions of the Supreme God's several glorious episodes are vividly described in this book that gives the readers a mesmerizing experience.


Book information

ISBN: 9781990494000
Publisher: Vidya Publishing Inc.
Imprint: Vidya Publishing Inc.
Pub date:
Language: Oriya
Number of pages: 250
Weight: 295g
Height: 216mm
Width: 140mm
Spine width: 13mm