Apadebata

Apadebata

Paperback (12 Mar 2024) | Oriya

  • $16.46
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

କବିସତ୍ତା ଓ ପାଠକୀୟ ସତ୍ତା ମଧ୍ୟରେ ରହି ଆସିଥିବା ବିତର୍କିତ ବ୍ୟବଧାନକୁ ସଂକୁଚିତ କରିଦିଏ ସଂକଳନର ପ୍ରତିଟି କବିତା । କବିତା କହିଯାଏ ନିଜ କଥା । ସୂକ୍ଷ୍ମଭାବ ତଥା ସଂକ୍ଷିପ୍ତ ପରିସର ମଧ୍ୟରେ କଥାବସ୍ତୁର ବ୍ୟାପ୍ତି, ସଘନ ଚିତ୍ରକଳ୍ପ, ଶବ୍ଦର ସୁଦକ୍ଷ ବ୍ୟବହାର ଓ ମାଟିପାଣିର ବାସ୍ନା କବିତାଗୁଡିକକୁ ରସୋତ୍ତୀର୍ଣ୍ଣ କରିଛି । ଜୀବନ ଆଉ ସମାଜ ସହିତ କବିଙ୍କର ଅନ୍ତରଂଗ ସଂପର୍କ ଓ ମୂଲ୍ୟବୋଧର ଅବକ୍ଷୟ ପ୍ରତି ତୀର୍ଯ୍ୟକ ଦୃଷ୍ଟିପାତରେ ସମସ୍ତ କବିତା ସମୃଦ୍ଧ । ପ୍ରତ୍ୟେକଟି ଶ୍ରୀଯୁକ୍ତ ସାହୁଙ୍କ ସୂକ୍ଷ୍ମାନୁଭୂତିର ଗୋଟିଏ ଗୋଟିଏ ସାର୍ଥକ ଅଭିବ୍ୟକ୍ତି । ଆଶା,ଏହା ସାମଗ୍ରିକ ଭାବେ ପାଠକୀୟ ଆଦର ଲାଭ କରିବ ।

ସଂପାଦକ

କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ

କେନ୍ଦ୍ରାପଡ଼ା, ଓଡ଼ିଶା

Book information

ISBN: 9781645605331
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 114
Weight: 154g
Height: 216mm
Width: 140mm
Spine width: 7mm